ପୁଣି ବିଏମସି ଜାରି କଲା ୧୯୨୯ ହେଲପ ଲାଇନ ନମ୍ବର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରେ କରୋନା ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହସ୍ପିଟାଲମାନଙ୍କ‌ରେ କୋଭିଡ ବେଡର ବ୍ୟବସ୍ଥା କରାଯାଇଥିଲା। ଏହି ବେଡ ସଂଖ୍ୟା ପର୍ଯ୍ୟାୟକ୍ରମେ ବୃଦ୍ଧି କରାଯାଉଛି ବୋଲି ବିଏମସି କମିସନରର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ କୁହାଯାଇଛି କି, ହସ୍ପିଟାଲରେ କୌଣସି ପ୍ରକାର ବେଡର ଅସୁବିଧା ନାହିଁ। ହସ୍ପିଟାଲଗୁଡ଼ିକରେ ଯଥେଷ୍ଟ ପରିମାଣରେ ବିଭିନ୍ନ ବିଭାଗ ଅନୁଯାୟୀ ବେଡ ମହଜୁଦ ରହିଛି। ତେବେ ବେଡରେ … Continue reading ପୁଣି ବିଏମସି ଜାରି କଲା ୧୯୨୯ ହେଲପ ଲାଇନ ନମ୍ବର